ଏବେ ଏବର ଖବର:ପୋଲସରା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ବଡ଼ମେଡିକାଲରେ ଭେଟିଲେ ବ୍ରହ୍ମପୁର ବିଧାୟକ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ବ୍ଲକ ଅନ୍ତର୍ଗତ ଧୋୟାକଣା ଗ୍ରାମର ଦୁଷ୍କର୍ମ ନାବାଳିକା ପିଡିତାର ସ୍ୱାସ୍ଥ୍ୟ ଅବସ୍ଥାକୁ ବୁଝିବା ପାଇଁ ବ୍ରହ୍ମପୁର ବଡ଼ମେଡିକାଲରେ ପହଞ୍ଚିଲେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ମହିଳା ବିଜୁ ଜନତା ଦଳର କର୍ମୀଙ୍କ ସମେତ ବିଜେଡିର କର୍ମୀମାନେ ଡାକ୍ତରଙ୍କ ସହ ଆଲୋଚନା କରି ପିଡିତାଙ୍କ ସ୍ୱାସ୍ଥ୍ୟଅବସ୍ତା କିପରି ଅଛି ବୁଝିଥିଲେ । ବିପଦ ମୁକ୍ତ ଥିବା ଡାକ୍ତର ପ୍ରକାଶ କରିଥିଲେ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା