

ବାଲେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ରାଣୀତାଲ ଚରମ୍ପା ମଝିରେ ଅସୁରଳି ଠାରେ ଭୟାବହ ଏଲପିଜି ଗ୍ୟାସ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଘଟଣା ଯୋଗୁଁ ୧୬ ଘଣ୍ଟା ରାସ୍ତା ଏବଂ ୧୪ ଘଣ୍ଟା ଇଲେକ୍ଟ୍ରିକ ବନ୍ଧ ହୋଇଥିଲା । ୫କିମି ଦୂରତା ପର୍ଯ୍ୟନ୍ତ ଗାଁ ଲୋକମାନେ ଭୋକ ଉପବାସରେ ରହିଲେ । ଏହି ଘଟଣାର ଖବର ପାଇ ବାଲେଶ୍ୱରରୁ ବେଶାସଂଜ୍ଞା ଦଳ ଆସି ଗ୍ୟାସ ଲିକକୁ ବନ୍ଦ କରିଥିଲେ । ଏହାପରେ ଯାନବାହାନ ଚଳାଚଳ ହୋଇଥିଲା ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ