ଓଡ଼ିଆ ବ୍ରାହ୍ମଣ ମହାସଙ୍ଗ ତରଫରୁ ଆନ୍ଧ୍ର ବିଶ୍ଵବିଦ୍ୟାଳୟରେ କ୍ରିକେଟ ଟୁର୍ନ।ମେଣ୍ଟ ଅନୁଷ୍ଠିତ ହୋଇଥିଲା। ୟୁନିଭରସିଟି ଖେଳ ପଡ଼ିଆରେ ଅନୁଷ୍ଠିତ ଏହି ଟୁର୍ନମେଣ୍ଟକୁ OBWA କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ