ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡ଼ିଶା ସରକାରଙ୍କ ଦ୍ୱାରା ମନୋନୀତ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ମନୋନୀତ ହୋଇଥିବାରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଖ୍ୟାତ ସୁସାହିତ୍ୟିକ ବାହାଦୂର ପାଟ୍ଟସାହାଣୀଙ୍କୁ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଭାବରେ ଢେଙ୍କାନାଳ ଜିଲ୍ଲା ପାଇଁ ମନୋନୀତ ହୋଇଥିବାରୁ ଖ୍ୟାତିସମ୍ପନ୍ନ ପ୍ରଖ୍ୟାତ ସୁସାହିତ୍ୟିକା ତଥା ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଡ଼ଃ.ପୁଷ୍ପଲତା ରଥଙ୍କୁ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ସୁସାହିତ୍ୟିକା ତଥା ସମାଜସେବୀ ନିରୂପମା ଦାସ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି ତଥା ପ୍ରାକ୍ତନ ସିବିଆଇ ଜଜ ଭିକାରୀ ଚରଣ ରାଉତ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସୁସାହିତ୍ୟିକ ଡ଼ା. ଦେବୀ ପ୍ରସାଦ ମିଶ୍ର, ସଂସ୍କୃତ ଶିକ୍ଷୟିତ୍ରୀ, ତଥା ସୁସାହିତ୍ୟିକା ଡ଼ଃ ଅନୁପମା ମିଶ୍ର, ନାଟ୍ୟକାର ଦିନେଶ ଦାସ, ଯୁବକବି ଅଥୟ କୁମାର ସାହୁ, ବିଶ୍ୱ ଓଡ଼ିଶାର ସମ୍ପାଦକ ତଥା ଯୁବକବି ମନୋଜ କୁମାର ସାହୁ, ଗୁରୁଦେବଜୀ ମିଶନର ପ୍ରତିଷ୍ଠାତା ଇଂ.ସୌମ୍ୟବ୍ରତ ସାହୁ, ସମାଜସେବୀ ବିଜ୍ଞାନ ମହାନ୍ତି, ଯୁବକବି ଅନୁପମ ଦେବାଶିଷ ମିଶ୍ର, ଆଜୀବନ ସଦସ୍ୟ, ସଦସ୍ୟା ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ, କବିଭୂଷଣ ସ୍ମୃତି ସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ଛଦେଶ ସାହିତ୍ୟ ସଂସଦ, ବିଶ୍ୱ ଓଡ଼ିଶା, ସାଗର ସାହିତ୍ୟ ସଂସଦ, ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ, ଚାର୍ଲି ଚାପଲିନ କଲଚୁରାଲ କ୍ଲବ(ସି-ଫୋର), ଅଲଟର ନେଟ ରିଦିମ ଥିଏଟର(ଏ. ଆର.ଟି), ମୋ ଢେଙ୍କାନାଳ ମୋ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଅନେକ ଅନେକ ଶୁଭେଚ୍ଛା, ଢ଼େର ସାରା ଶୁଭ ଅଭିନନ୍ଦନ ଓ ଅଜସ୍ର ଶୁଭକାମନା ଜଣାଇଛନ୍ତି ।
ରିପୋର୍ଟ : ଶୁଭମ ପାଣି