


ଛତ୍ରପୁର (ସମୃଦ୍ଧଓଡିଶା) ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ ବିରାଟ ଶୋଭାଯାତ୍ରାରେ ଯାଇ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ସେହିପରି ବ୍ରହ୍ମପୁର ବିଧାନ ସଭା ପାଇଁ ବିଧାୟକ ପ୍ରାର୍ଥୀ ଆଡ଼ଭୋକେଟ ଦୀପକ କୁମାର ପଟ୍ଟନାୟକ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା
