କଇଁଚ ଦିବସ ଉପଲକ୍ଷେ ବାଲିରେ ଚାଲିଛି କଇଁଚ ତିଆରି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆସନ୍ତାକାଲି କଇଁଚ ଦିବସ । ଏହି ଅବସରରେ ଢେଙ୍କାନାଳର ଟାଉନହଲ ସାମ୍ନାରେ ବାଲିରେ ଚାଲିଛି କଇଁଚ ତିଆରି । ଏହି ତିଆରି କାର୍ଯ୍ୟରେ ପ୍ରାୟ ୬ ଜଣ ଶିଳ୍ପୀ ନିୟୋଜିତ ହୋଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି