ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜଗଦଳ ପୁରରେ କରେଣ୍ଟ ସକରେ ଜଣେ ପିଲାଟିର ମୃତ୍ୟ ଘଟିଥିବା ସୂଚନା ମିଳିଛି । ଏହାସହ ମୃତକ ପିଲାଟିର ପରିବାରର ଲୋକମାନେ ତାଙ୍କ ପିଲାଟିର ମୃତ୍ୟୁ କରେଣ୍ଟ ସକ ଦ୍ୱାରା ମୃତ୍ୟୁ ବରଣ କରିଥିବା ଅଭିଯୋଗ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା