

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପୁରସତମ ଥାନା ଅନ୍ତର୍ଗତ ନୂଆଁ ପୁଲି ଛକ ନିକଟରେ ଏକ OD 07 W 8682 ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ପୋଲକୁ ବାଡେଇ ହୋଇଯାଇଥିଲା । ଏହା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛି । ଡ୍ରାଇଭରକୁ ୧୮୦ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକମାନେ ବ୍ରହ୍ମପୁର ମେଡିକଲକୁ ପଠାଇଥିଲେ । ସେଠାରେ ସେ ଚିକିତ୍ସିତ ହେଉଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
