କେନ୍ଦୁଝର ଖବର:ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜ।…

କେନ୍ଦୁଝର(ସମୃଦ୍ଧ ଓଡିଶା )ସାହାରପଡା ଗ୍ରାମ ପଞ୍ଚାୟତର ଗୋରାଣ୍ଡିଯୋଡି ଠାରେ ରାଧା କୃଷ୍ଣ ମନ୍ଦୀର ନିର୍ମାଣ ପାଇଁ ଇଂ ବିନୋଦ ବିହାରୀ ନାୟକଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।