କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣର ବିଫଳତା ଓ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ଅବ୍ୟବସ୍ଥା ଓ ବେରୋଜଗାରୀ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗଣଧାରଣା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣର ବିଫଳତା ଓ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ଅସ୍ଥିରତା ଓ ବେରୋଜଗାରୀ ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏହି ଧାରଣାରେ ଜିଲ୍ଲାର ବରିଷ୍ଟ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି