ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁରୀରେ ରନ୍ଧା ଖାଦ୍ୟ ପ୍ରଦାନ…

ପୁରୀ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁରୀରେ ଫନି ବାତ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିନକୁ ୧୦୦୦ ଲୋକଙ୍କୁ ମାଗଣାରେ ଦିଆଯାଉଛି । ଏହି ରନ୍ଧା ଖାଦ୍ୟ ପୁରୀର ବାସେଲି ସାହିରେ କରୁଣା ରନ୍ଧା ଖାଦ୍ୟ ବିତରଣ କେନ୍ଦ୍ରରେ ଦିଆଯାଉଅଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା