
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଗଁଦିଆ ଉଚ୍ଚ ବିଦ୍ୟାଳର ଛାତ୍ରଛାତ୍ରୀମାନେ । ଏହି କାର୍ଯ୍ୟକ୍ରମରେ ୨୦୦୬ ମସିହାର ଛାତ୍ର ମାନସ ସାହୁ, ପ୍ରଭାସ ସାହୁ, ଲଷ୍ମୀଧର ସାହୁ, ଜିତୁ ସ୍ୱାଇଁ, କଲ୍ୟାଣ ବେହେରା, ସୁଭକାନ୍ତ ସାହୁ, ନିରଞ୍ଜନ ପରିଡା, ସୋମନାଥ ମିଶ୍ର ଉପସ୍ଥିତ ହୋଇ ପରିଚାଳନା କରିଥିଲେ ଏବଂ ପ୍ରଭାସ ସାହୁ ଓ ଲଷ୍ମୀଧର ସାହୁ ଗଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ରକଷ୍ଟାର ଗ୍ରୁପର ସଦସ୍ୟମାନଙ୍କୁ ଧନ୍ୟବାଦ ଯାଇଥିଲେ ସମସ୍ତ ଶିକ୍ଷକ ।
ରିପୋର୍ଟ : ଶୁଭମ ପାଣି