

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗୋକର୍ଣପୁର ଠାରେ ସଡକ ଦୁର୍ଘଟଣା । ଗୋଟିଏ ପିଲାର ଜୀବନ ବଞ୍ଚାଇ ବାକୁ ଯାଇ ରାସ୍ତା କଡରେ ଥିବା ଦୁଇ ଅଟୋକୁ ଧକ୍କା ଦେଲା ନାଲି ରଙ୍ଗର ଅଇଟେନ କାର । ଦୁର୍ଘଟଣାରେ କିଏ ବି ଆହତ ହୋଇ ନଥିବା ବେଳେ ରାସ୍ତା କଡରେ ଡିଥିବା ଅଟୋଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା