
ଚମାଖଣ୍ଡି (ସମୃଦ୍ଧ ଓଡିଶା) ଚମାଖଣ୍ଡି ଥାନା ପକ୍ଷରୁ କଡାକଡି ଯାଞ୍ଚ୍ କରାଯିବା ସହ ୨୫,୦୦୦, ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି । ଚମାଖଣ୍ଡି ଥାନା ଅଧିକାରୀ ସିତାଶୁଶେଖର ମାନ୍ଧାତାଙ୍କ ନିଦ୍ଧେର୍ଶ କ୍ରମେ ଗତ ଏକ ସପ୍ତାହ ହେଲା ଚମାଖଣ୍ଡି, ଛକ କାଳିଆ ବାଲ୍ଲୀ ଛକ, ରେଗିଡିଛକ ନରେନ୍ଦ୍ର ପୁର, ଲକ୍ଷ୍ମୀ ପୁର ଛକ, କେରାଣ୍ଡିତୋଳା, ଟାଙ୍ଗଣାପଲ୍ଲୀ, କେସିନଗରଢିହ, କେରାଣ୍ଡିତୋଳା, ପୁଟଵଗଡ, ଜଗନ୍ନାଥ ପୁର, ମାଣ୍ଡିଆ ପଲ୍ଲୀ ଛକ, ଅନନ୍ତପୁର ଛକ, ପୋକଡିବନ୍ଧ ଛକ, ପାରଳା କଲେଜ ପ୍ରଭୃତି ସ୍ଥାନରେ ବାଇକ୍ ଆରୋହୀମାନେ ତିନି ଜଣଙ୍କୁ ବସାଇ ନେବା ସହ ହେଲିମେଟ, ବସ୍, ଆଟୋରିସ୍କା, କାର, ଟ୍ରକ୍ ଚାଳକ ମାନେ ଵେପାରୁଆଚା ଳନା, ଵେଲଟ ବ୍ୟବହାର କରି ନଥିବାରୁ ସେମାନଙ୍କଠାରୁ ୨୫,୦୦୦ ଟଙ୍କା ଫାଇନ ଆଦାୟ ହୋଇ ଥିବା ଥାନା ଅଧିକାରୀ ସିତାଶୁଶେଖର ମାନ୍ଧାତା ସୂଚନା ଦେଇଛନ୍ତି । ଏହି ଯାଞ୍ଚ୍ କାର୍ଯ୍ୟକ୍ରମରେ ସବ ଇନ୍ସପେକ୍ଟର ପ୍ରିୟଦର୍ଶିନୀ ଖଟୁଆ, ଏଏସଆଇ ନବୀନ ଚନ୍ଦ୍ର ଚୋଉଧୂରୀ, ଏଏସଆଇ ବାସନ୍ତୀ ବେହେରା, ଏଏସଆଇ ପ୍ରଭାକର ଶବର,ଏଏସଆଇ ଅବନୀ ରଞ୍ଜନ ବେହେରା, ଓଜଗନାଥ ପୁରଵିଟହା ଉସ ଏଏସଆଇଡିଏଙ୍କ ଟରାଓଦୋରା ଓ ପୋଲିସ ଉପସ୍ଥିତି ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା