![ଛତ୍ରପୁରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ଶ୍ରୀମନ୍ଦିର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ…](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-20-at-01.00.28.jpeg?fit=1024%2C768&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଠାକୁର ଅନୂକୁଳଚନ୍ଦ୍ରଙ୍କର ଶ୍ରୀମନ୍ଦିର ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇଛି । ଏହା ଆଗାମୀ ୨୩ ରିଖ ରବିବାର ଦିନ ଛତ୍ରପୁର ସତସଙ୍ଗ ବିହାର ଠାରେ ପାଳିତ ହେବ । ସେହିଦିନ ପ୍ରାତଃ ୫ ଘଣ୍ଟା ସମୟରେ ଉସକୀର୍ତ୍ତନ, ସକାଳ ୬.୧୮ ଘଣ୍ଟା ସମୟରେ ସମଚେତ ଵିନତୀ ପ୍ରାର୍ଥନା, ସକାଳ ୭.୩୦ ସମୟରେ ସ୍ମୃତି ମହୋତ୍ସବ ଶୁଭ ଉଦଘାଟନ, ସକାଳ ୯.୦୦ ସମୟରେ ଚର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ଇତ୍ୟାଦି ନିମ୍ନରେ ଥିବା କାର୍ଯ୍ୟସୂଚି ଦେଖନ୍ତୁ –
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
![](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-20-at-07.08.22-1.jpeg?resize=640%2C431&ssl=1)