


ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଥିଲା ପବିତ୍ର ବାହୁଡା ଯାତ୍ରା । ଦୀର୍ଘ ୯ ଦିନ କାଳ ଜନ୍ମବେଦୀରେ ତଥା ମାଉସୀ ମା ମନ୍ଦିରରେ ପୂଜା ପାଉଥିଲେ । ଗତକାଲି ନିଜ ସ୍ଥାନକୁ ବାହୁଡ଼ିଲେ ତିନି ରଥ । ରଥଯାତ୍ରା ଭଳି ବାହୁଡ଼ାରେ ବି ଶ୍ରୀଜୀଉଙ୍କ ନୀତିକାନ୍ତି କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରଥଟଣା । ଏହି ଅବସରରେ ବହୁ ଭକ୍ତଙ୍କ ଭିଡ ଜମିଥିଲା । ଆଜି ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









