![ଛତ୍ରପୁରରେ ଭିଡ଼ିଓ କନ୍ଫରେନ୍ସିଂ କ୍ୟାବିନେଟ ବୈଠକରେ ମନ୍ତ୍ରୀ…](https://i0.wp.com/www.samrudhaodisha.com/wp-content/uploads/2020/04/State-Secretariat-Copy-300x145-1.jpg?fit=300%2C145&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ଭିଡ଼ିଓ କନ୍ଫରେନ୍ସିଂରେ ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍ଫରେନ୍ସିଂ ହଲ୍ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଏହିପରି ବ୍ୟବସ୍ଥା ପ୍ରଥମ ଥର ପାଇଁ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା