
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନ ଛକ ନିକଟରେ ଜଳେଶ୍ୱର ଯୁବମଞ୍ଚ ପକ୍ଷରୁ ଏକ ଜଳଛତ୍ର କେନ୍ଦ୍ରକୁ ଆଇଆଇସି ପ୍ରଦୀପ କୁମାର ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକୟମରେ ମଞ୍ଚର ଉପଦେଷ୍ଟା ସୁଭ୍ରାଂଶୁ ଶେଖର ଦାସ ମହାପାତ୍ର, ସଭାପତି ସେକ୍ ସୈଫୁଦ୍ଦିନ, ସଂପାଦକ ବିନୋଦ ସାହୁ, ପୂର୍ବତନ ସଭାପତି ରାଜେଶ କୁମାର ଠକ୍କର, ମୁଲଚାନ୍ଦ ଲାଢା, ଅନୁପ କର, ତାପସ ପାଣିଗ୍ରାହୀ, ପ୍ରକାଶ ଠକର, ନନ୍ଦନ ଦତ୍ତ, ମୃତ୍ୟୁଞ୍ଜୟ ନାଥ, ଯୋଗେଶ ରାଠୀ, ବିକାଶ ପାତ୍ର, ପ୍ରକାଶ ଠକ୍କର, ନାରାୟଣ କଟାଳ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା