ଜିଲ୍ଲାପାଳଙ୍କ ନିର୍ଦ୍ଦେଶ : ବନ୍ଧୁ ବାନ୍ଧବ ଆସିଲେ କ୍ଵରେଣ୍ଟାଇନରେ ରଖ…

ଛତ୍ରପୁର (ସମୃଦ୍ଧ ଓଡିଶା) କ୍ଵରେଣ୍ଟାଇନ କେନ୍ଦ୍ରରେ ବାହାର ଦେଶରୁ ଆସି ରହୁଥିବା ପ୍ରବାସୀ ମାନଙ୍କ ବନ୍ଧୁ ବାନ୍ଧବ ଦେଖା କରିବାକୁ ଆସିଲେ କ୍ଵରେଣ୍ଟାଇନ କେନ୍ଦ୍ରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା

One thought on “ଜିଲ୍ଲାପାଳଙ୍କ ନିର୍ଦ୍ଦେଶ : ବନ୍ଧୁ ବାନ୍ଧବ ଆସିଲେ କ୍ଵରେଣ୍ଟାଇନରେ ରଖ…

  1. ଆମ ସରକାର ଙ୍କ ନିର୍ଦେଶ ଭିଡ ଜମେଇବା ନାହିଁ ଭୋଜି ଭାତ ନିୟମ ଅନୁଯାୟୀ କରିବ କିନ୍ତୁ ବଡ ଅପମାନର କଥା ଆମ ସେରଗଡ ବ୍ଲକ କୃଷ୍ଣଛାଇ ଗ୍ରାମ ପଞ୍ଚାୟତ ଅଣ୍ଡିରାସିଂହ ଗ୍ରାମରେ କେହି ପ୍ରଶାସନ କଥା କୁ ମନୁନାହାନ୍ତି କଣ ହେବ ଲୋକେ କେମିତି ବୁଝିବେ

Comments are closed.