

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା କଟକଣା ଲାଗୁ ସତ୍ୱେ ଭଞ୍ଜନଗର ଉପଖଣ୍ଡ ଲଣ୍ଡେଇ ସାହି ନିକଟସ୍ଥ ବିଛୁଆତି ଠାରେ ଚାଲି ଥିବା ଏକ ଜୁଆ ଆଡା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ଏଥି ସହିତ ସେମାନେଙ୍କ ଠାରୁ ନଗଦ ୫୧୨୦ ଟଙ୍କା ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ – ନିଲୁ ବିଷୋୟୀ