ଡିସେମ୍ବର ଶେଷ ସପ୍ତାହରେ ବୁଗୁଡ଼ା ଆସୁଛନ୍ତି ପୁରୀ ଗଜପତି ମହାରାଜା …

ବୁଗୁଡ଼ା (ସମୃଦ୍ଧ ଓଡିଶା) ଗଜପତି ମହାରାଜା ଦିବ୍ୟସିଂହ ଦେବ ଡିସେମ୍ବର ୨୭,୨୮,୨୯ ୩୦,ତାରିଖରେ ଆସିବାକୁ ଥିବା ବୁଗୁଡା ଦିବ୍ୟ ଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦ ଆଧ୍ୟାତ୍ମିକ ସାଂସ୍କୃତିକ କେନ୍ଦ୍ର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦିବ୍ୟ ଜୀବନ ସଂଘର ସଭାପତି କମିଟି ବୃନ୍ଦ ଓ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା