

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆନନ୍ଦ ମାର୍ଗର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଆନନ୍ଦ ମୂର୍ତ୍ତୀ ଶଙ୍କରଙ୍କର ୯୯ତମ ପବିତ୍ର ଜନ୍ମ ଦିବସ ଅବସରରେ ଢେଙ୍କାନାଳ ଆନନ୍ଦ ମାର୍ଗ ପ୍ରଚାରକ ସଂଘ ପକ୍ଷରୁ ସ୍ଥାନୀୟ ସାମର୍ଥ୍ୟ ଅଫିସ ସମ୍ମୁଖରେ ଜଳଛତ୍ର ଜନସାଧାରଣଙ୍କୁ ବିତରଣ କରାଯାଇଛି । ଏଥିରେ ଆନନ୍ଦ ମାର୍ଗ ସଂଗଠନ ଢେଙ୍କାନାଳ ଶାଖାର ଉମାକାନ୍ତ ପରିଡା, ରାମଶ୍ୱେର ପାଢ଼ୀ, ବିଷ୍ଣୁ ପ୍ରସାଦ କର, ପ୍ରଶାନ୍ତ ପାତ୍ର, ପ୍ରତିମା ପାଢ଼ୀ, ରଞ୍ଜିତା ପରିଡା, ସୀତା ପାତ୍ର, ପୂଜା ମାଇତ, ସୌମ୍ୟରଞ୍ଜନ ମାଇତ, ଅରୁଣାଲୋକ ତଥା ଜୀବନସଂଗ୍ରାମୀ ଓରଫ କାହ୍ନୁ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
