

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ସମସ୍ତ କର୍ମୀ ଅଂଶ ଗ୍ରହଣ କରି ବ୍ୟାଙ୍କ ସାମ୍ନାରେ ଥିବା ନାଳ ସଫା କରିବା ସହ ବ୍ୟାଙ୍କ ପରିସର ମଧ୍ୟ ସଫା କରିଥିଲେ । ଏଥିରେ ବ୍ୟାଙ୍କର ଷ୍ଟାଫ ଆଶୁତୋଷ ତ୍ରିପାଠୀ, ସନ୍ତୋଷ କୁମାର ବରାଳ, ବିଳ୍ପବ କୁମାର କର, ବିଳ୍ପବ ଜେନା, ନାରାୟଣ ଦାସଙ୍କ ସମେତ ଅନ୍ୟାୟ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି