
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସହରର ୧୦ନଂ ୱାର୍ଡରେ ଦୀର୍ଘଦିନ ଧରି ଡ୍ରେନଟି ସଫା ନ ହୋଇ ପଡ଼ିରହିଛି । ପଚା ପାଣିର ଗନ୍ଧରେ ପରିବେଶ ପ୍ରଦୂଷିତ ହୋଇ ନାନା ପ୍ରକାର ଅସୁବିଧା ମଧ୍ୟ ସୃଷ୍ଟି ହୋଉଛି । ଯାହା ଫଳରେ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହୋଉଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ପ୍ରଶାସନ ତରଫରୁ ଯଥାଶୀଘ୍ର ଡ୍ରେନଟିକୁ ସଫା କରି ପରିବେଶ ସନ୍ତୁଳିତ କରାଯାଉ ବୋଲି ଦାବି କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି