
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ବଳରାମ ମନ୍ଦିର ଜିମାଦାରଙ୍କ କାର୍ଯ୍ୟାଳୟ ଅଚଳ ହୋଇ ଗୃହ ପଡ଼ିରହିଛି । ଘରର ମରାମତି କାର୍ଯ୍ୟ ନ ହେବାରୁ ଗୃହର ଛାତ ଭାଙ୍ଗି ରୁଜି ଗଲାଣି ଏପରି ଗୃହରେ କାମ କରିବାକୁ ଜିମାଦାରମାନେ ଅସୁରକ୍ଷୀତ ମନେ କରୁଛନ୍ତି । ଏହି ବିଷୟରେ ବେଦତ୍ତର ବିଭାଗକୁ ବାରମ୍ବାର ଚିଠି ଲେଖି ଜଣା ଯାଇଥିଲେ ମଧ୍ୟ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନ ଥିବା ଅଭିଯୋଗ ହୋଇଛି । ଏହାର ପୁନଃରୁଦ୍ଧାର କରିବା ନିମନ୍ତେ ଦାବି ହୋଇଛି ।
ରିପୋର୍ଟ : ଶୁଭମ କୁମାର ପାଣି