
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ସ୍ଥାନୀୟ ନୂଆ ପୋଖରୀ ପାଖରେ ଥିବା ମା’ ତାରାତାରିଣୀ ଓ ସାଇବାବାଙ୍କ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଆଜି ସକାଳ ୬ ଘଣ୍ଟିକା ସମୟରେ କଳସ ଯାତ୍ରା ହୋଇଥିଲା ସକାଳ ୭ରେ ମହାସ୍ନାନ ଓ ୮.୩୦ରେ ଯଜ୍ଞାରମ୍ଭ କରାଯାଇଥିଲା । ଦିବା ୧୨ଘଣ୍ଟା ସମୟରେ ପୂର୍ଣ୍ଣାହୁତି କରାଯାଇଥିଲା ଏବଂ ସନ୍ଧ୍ୟା ୭ଟାରେ ସାଇ ଭଜନ ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ : ଶୁଭମ କୁମାର ପାଣି