

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ମ୍ୟୁନିସିପାଲଟିଙ୍କ ଡ୍ରେନ ସଫା କାମ ଅସମୟରେ କରାଯାଉଥିବା ଅଭିଯୋଗ ହୋଇଛି । ଢେଙ୍କାନାଳର ମ୍ୟୁନିସପାଲଟିର ୨ମାସ ଆଗରୁ କାମ କରିବାର ଥିଲା ନ କରାଯାଇ ରଥ କାମ ଆରମ୍ଭ ହେଲା ସମୟରେ ଡ୍ରେନ କଂକ୍ରିଟ କାମ କରାଯାଉଥିବାରୁ ରଥ କାମରେ ବିଭ୍ରାଟ ସୃଷ୍ଟି ହେଉଛି ତେଣୁ ଯଥାଶୀଘ୍ର କାମକୁ ସମୁର୍ଣ୍ଣ କରିବା ପାଇଁ ଦାବି ହୋଇଛି ।
ରିପୋର୍ଟ : ଶୁଭମ କୁମାର ପାଣି