

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗୋପବନ୍ଧୁ ଟାଉନହଲଠାରେ ୪୦ତମ ବାର୍ଷିକ ସାରସ୍ୱତ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ଲେଖକ ସମାବେଶ ଉଦଘାଟିତ ହୋଇଯାଇଛି । ଏଥିରେ ବିନାୟାନନ୍ଦ ମହାପାତ୍ର ଉପଦେଷ୍ଠା ଭାବେ ଯୋଗଦେଇଥିଲେ ।ରାଜ୍ୟ ଅପରାଧରେ ବାର୍ଡ଼ବ୍ୟୁରୋ ନିର୍ଦ୍ଦେଶକ ଡ଼ଃ.ସୁଧାଂଶୁ ଷଡ଼ଙ୍ଗୀ (ଆଇପିଏସ) ସାଧ୍ୟତାରା ପରିବାରର ବିତର୍କରେ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ନୃସିହ ପ୍ରସାଦ ମହାପାତ୍ର, ଛତିଶଗଡ଼ ନାବାର୍ଡ ମୁଖ୍ୟ ମହାପ୍ରବନ୍ଧକ ହେଵନ୍ତ ପ୍ରସାଦ ଦତ୍ତ, ଆଇଆଇଟିଏସ ମୁଖ୍ୟ ସତର୍କତା ଅଧିକାରୀ, ପୂଜା ତଟ ରେଳପଥ କଳ୍ପତରୁ ତ୍ରିପାଠୀ, ବରିଷ୍ଠ ଆଇନ ପରାମର୍ଶ ଦାତା, ନୂଆଦିଲ୍ଲୀ ଡ଼ଃ ରମଣ ଅଗ୍ରୱାଲ, ବରିଷ୍ଠ ଅର୍ଥନୀତିଜ୍ଞ ଓ ପରାମର୍ଶଦାତା ଅତିଥି ଭାବେ ଯୋଗଦାନ କରିଥିଲେ । ‘ବାସ୍ତବତା ନୁହେଁ କଳ୍ପନାର ଦୁନିଆରେ ଆମେ ବ୍ୟସ୍ତ’ ପ୍ରସଙ୍ଗ ଉପରେ ଆଲୋଚଳନା କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି