![ତେଲୁଗୁ ସମ୍ପ୍ରଦାୟର ଭୋଗୀ ପର୍ବ ପାଳିତ…](https://i0.wp.com/www.samrudhaodisha.com/wp-content/uploads/2021/01/WhatsApp-Image-2021-01-13-at-12.19.04-AM.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2021/01/WhatsApp-Image-2021-01-13-at-12.19.06-AM-1-1024x768.jpeg?resize=640%2C480&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସକାଳ ସମୟରେ ଜିଲ୍ଲା ମହକୁମା ଛତ୍ରପୁର ରିଡିଙ୍ଗ୍ ରୁମ୍ ମଣ୍ଡପ ଠାରେ ତେଲୁଗୁ ସମ୍ପ୍ରଦାୟର ଭୋଗୀ ପର୍ବ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଓ ବରିଷ୍ଠ ଆଇନଜୀବୀ ବି.ଶ୍ରୀନୁବାସୁ, ଭିଏସଆର ମୂର୍ତ୍ତି, ଏନ. ପ୍ରଭାକର ରାଓ, ଏମ.ଶ୍ରୀନିବାସ, ବି.ଶ୍ରୀନିବାସ, ରାଜେନ୍ଦ୍ର ସାହୁ, ଏଭିଏମ ସ୍ୱାମୀ, ଆର. ଶ୍ରୀନିବାସ ରାଓ, ଏସଭିଭି ରାଓ ଅଂଶ ଗ୍ରହଣ କରିଥିଲେ । ସେହିପରି ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
Happy Bhogi to Citizens of Chatrapur Ganjam