ଦିଗପହଣ୍ଡି ବ୍ଳକ ଅଧକ୍ଷ୍ୟା ସୁନିତା ସେଠୀଙ୍କ ପରଲୋକ

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଏବେ ଏବେର ଦୁଃଖ ଖବର। ଦିଗପହଣ୍ଡି ବ୍ଳକ ଅଧକ୍ଷ୍ୟା ସୁନିତା ସେଠୀଙ୍କ ପରଲୋକ। ସେ ଗୋକର୍ଣ୍ଣପୁର ବାସିନ୍ଦା। ଅତି କମ ବୟସରେ ରାଜନୀତିରେ ପ୍ରବେଶ କରି ବ୍ଳକ ଅଧକ୍ଷ୍ୟା ହୋଇଥିଲେ । ସେ ବିଜେଡି ଦଳରୁ ବିଜୟ ହୋଇଥିଲେ। ସେ ସ୍ଥାନୀୟ ବିଧାୟକ ସ୍ୱର୍ଯ୍ୟନାରାୟଣ ପାତ୍ରଙ୍କ ଦୃଢ଼ ସମର୍ଥକ ଥିଲେ। ଆଜି ହଠାତ ମୃତ୍ୟୁ ଖବର ପାଇ ବିଧାୟକ ଶ୍ରୀ ପାତ୍ର ଓ ସମୃଦ୍ଧ ଓଡିଶା ସମ୍ପାଦକ ଆଡ଼ଭୋକେଟ ସୁଧୀର କୁମାର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

One thought on “ଦିଗପହଣ୍ଡି ବ୍ଳକ ଅଧକ୍ଷ୍ୟା ସୁନିତା ସେଠୀଙ୍କ ପରଲୋକ

Comments are closed.