

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମର ସତସଙ୍ଗ ଭବନ ଠାରେ ଦିବ୍ୟଜୀବନ ସଂଘ ତରଫରୁ ସତସଙ୍ଗ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭକ୍ତ ମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ଦେଇଥିଲେ । ସେଠାରେ ମୋଡେର୍ଣ ଫିଜିଓ ଥେରୋପି ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଥିଲେ । ଏହି ଉତ୍ସବରେ ସତସଙ୍ଗର ବହୁ ଭକ୍ତ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା