ନବରାତ୍ର ସତସଙ୍ଗ ଉଦଯାପିତ: ବାରପଥରରେ ଝାଙ୍କି ଓ ଜ୍ଞାନ ଚର୍ଚ୍ଚା

କଟକ(ସମୃଦ୍ଧଓଡିଶା) ତା ୧୦-୧୦: ନବରାତ୍ର ଉପଲକ୍ଷେ ନଅ ଦିନ ବ୍ୟାପୀ ଯୋଗ ଭଟି ଓ ସତସଙ୍ଗ ଶିବିର ଆଜି ଉଦଯାପନ ହୋଇଯାଇଛି ବି କେ ଝୁନୁ ଧ୍ୟାନ କରାଇ ସୁନ୍ଦର ବିବରଣୀ ଦୀର୍ଘ ସମୟଧରି ଦେଇଥିଲେ l ଯାହାକି ପ୍ରଶଂସନୀୟ ହୋଇଛି l ବି କେ ଅରବିନ୍ଦ ଦୈନିକ ଯୋଗାଭ୍ୟାସ ଦ୍ଵାରା ଆତ୍ମୋନତି ହୋଇ ପାରିବ। ସହ ଶାନ୍ତି ପ୍ରାପ୍ତି ହେବ ବୋଲି କହିଥିଲେ l ବି କେ ଛୋଟୁ, ସନ୍ତୋଷ,ବରଦା,ରମେଶ,ମୀରା,ଜୟନ୍ତୀ,ଆଦି ଭାଇ ଭଉଣୀ ମାନେ ନିଜ ନିଜର ଅନୁଭୂତି କହିଥିଲେ l ସୁଶାନ୍ତ ଓ ପ୍ରତିମା ସୁ ସଂଯୋଜନା କରିଥିଲେ l ଆଜି ଠାରୁ ପଟ୍ଟା ପୋଲ ବାର ପଥର ପୂଜାମନ୍ଦପ ରେ ଝlଙ୍କି କରାଯାଇ ଜ୍ଞାନ ଚର୍ଚ୍ଚା କରାଯିବ ବୋଲି ବେପlରିସlହି ବ୍ରହ୍ମା କୁମାରୀ ଇଶ୍ଵରୀୟା ବିଶ୍ଵ ବିଦ୍ୟାଳୟ ତରଫରୁ କୁହାଯାଇଛି l ବହୁ ସଂଖ୍ୟାରେ ଜନସାଧାରଣ ,ଦର୍ଶକ ମାନେ ଏହି ଜ୍ଞାନ ଶ୍ରବଣ କରିବାକୁ ଅନୁରୋଧ କରାଯାଇଛି l
ରିପୋର୍ଟ : ବରଦା ଦାସ

Leave a Reply

Your email address will not be published. Required fields are marked *