ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ୯ ଏପ୍ରିଲ୍ ମଙ୍ଗଳବାର ପୂର୍ବାହ୍ନ ଘ. ୯ : ୦୦ ସମୟରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ସୁକୁଣ୍ଡା ସ୍ଥିତ ନୃସିଂହ ମନ୍ଦିରରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ହରଡାଖଣ୍ଡି ଛକ, ଗୋଲାଗାଁ,କେନାଳ ସାହି, ଫାଷ୍ଟ ଗେଟ୍, ବାଲୁଙ୍କେଶ୍ଵର ମନ୍ଦିର, ମେଣ୍ଟୁ ଛକ, ଆଗା ସାହି, ବଡ ବଜାର, ସାନ ବଜାର, ହନୁମାନ ବଜାର, ଗିରି ମାର୍କେଟ, ୱାନ୍ ୱେ ଟ୍ରାଫିକ୍ ରୋଡ, ମୁକ୍ତେଶ୍ଵର ମନ୍ଦିର, ଗେଟ ବଜାର, ଆସ୍କା ରୋଡ, କୋରପେରସନ ରୋଡ ଛକ, ଧାନମେରା ସାହି, ତାଲୁକା ଛକ, ଗ୍ରାମ ଦେବତୀ ମନ୍ଦିର ସାହି, ଆଗା ସାହି ଛକ, ବାଲାଜୀ ମିଷ୍ଠାନ ଭଣ୍ଡାର ଛକ, ଖାସ୍ପା ସାହି, ଠାକୁରାଣୀ ମନ୍ଦିର, ଉତ୍କଳ ସିନେମା ହଲ୍ ଛକ, ସବ ରେଜିଷ୍ଟର ଅଫିସ୍, ରୁକ୍ମିଣୀ ସିନେମା ହଲ୍, ଗାନ୍ଧୀ ନଗର ଉପର ରୋଡ, କଂଗ୍ରେସ ଅଫିସ ଛକ, ପିଭିଏନ ରାଓ ପେଟ୍ରୋଲ ପମ୍ପ, ଖଲ୍ଲିକୋଟ କଲେଜ, ସୁବାରାଓ ଛକ, ଟାଟାବେଞ୍ଜ, କମାପଲ୍ଲୀ, ମେଡିକାଲ ଛକ, ସେଲଟ୍ୟାକ୍ସ ଛକ, କୋର୍ଟପେଟା,ଗୋଇଲୁଣ୍ଡି, ନୁଆ ବସଷ୍ଟାଣ୍ଡ, ଗେଟ୍ ବଜାର, ସିଟି ହସ୍ପିଟାଲ, ଷ୍ଟେଟ୍ ବ୍ୟାଙ୍କ,ପିଭିଏନ ରାଓ ପେଟ୍ରୋଲ ପମ୍ପ, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଓରବାନ ବ୍ୟାଙ୍କ ରୋଡ, ଗିରିଜା ଛକ, ଗୌତମ ସିନେମା ହଲ୍, ଗାନ୍ଧୀ ନଗର ତଳ ରୋଡ, କଂଗ୍ରେସ ଅଫିସ ଛକ, ବିଜିପୁର, ସନ୍ତୋଷୀ ମାଁ ମନ୍ଦିର, ନୀଳକଣ୍ଠ ନଗର ଛକ, ତୋଟା ସାହି,ଢାମଣା ସାହି, ଗୋଲା ସାହି, ବଡ ସାହି, ଗୋଷାଣିନୂଆଗାଁ ମେଇନ ରୋଡ, ଗୁଣ୍ଡିଚା ମନ୍ଦିର ଛକ ଠାରେ ଏହି ଶୋଭାଯାତ୍ରାକୁ ଶେଷ କରାଯାଇଥିଲା । ସମଗ୍ର ବ୍ରହ୍ମପୁର ସହରରେ ବିଜେପିର ଉଭୟ ପ୍ରାର୍ଥୀଙ୍କୁ ଜନସାଧାରଣଙ୍କ ତରଫରୁ ବିପୁଳ ସମର୍ଥନ ଓ ସମ୍ବର୍ଦ୍ଧନା ମିଳୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ପ୍ରଦୀପ କୁମାର ଶତପଥୀ, ଡି. କରୁଣାକର, ଗଞ୍ଜାମ ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ପ୍ରବୀର ପାତ୍ର, ମଦନ ମୋହନ ପାତ୍ର, ପ୍ରଦୀପ ମିଶ୍ର, ଗୋପୀନାଥ ପଣ୍ଡା, ରବୀନ୍ଦ୍ର ସାହୁ, ଅମୂଲ୍ୟ ଚୌଧୁରୀ, ନମିତା ରାଣୀ ପଣ୍ଡା, ସୁଶିଳା ମଲ୍ଲିକ, ପ୍ରଭାତୀ ପାଣିଗ୍ରାହୀ, ଭାଗ୍ୟପ୍ରଭା ପଟନାୟକ, ସୋରଜ ସାବତ, ଅନୁପ ପଣ୍ଡା, ମଧୁସୂଦନ ସାହୁ, ରାମ କୁମାର ପାତ୍ର, କିରଣ କୁମାର ସାହୁ, ଶ୍ରୀନିବାସ୍ ସୁବୁଦ୍ଧି, ଜି. ରାଜେନ୍ଦ୍ର ପ୍ରସାଦ, ଶଙ୍କର ମହାପାତ୍ର, ରମେଶ ଚନ୍ଦ୍ର ସେଠୀ, ଲକ୍ଷ୍ମୀ ନାରାୟଣ ପାତ୍ର, ବିଘ୍ନରାଜ ନାୟକ, ବିଜୟ ପଣ୍ଡା, ସୁନିଲ ପାତ୍ର, ରିଙ୍କୁ ସାମଲ, ରବି ନାରାୟଣ ସାବତ, ସୁମନ ଶତପଥୀ, ଏସ୍.ଶ୍ରନିବାସ, ରାମହରି ମହାରଣା, ଶିବରାମ ସାହୁ, ପ୍ରଭାତ ହାତୀ, ଟି. ରବି କିରଣ, ରବି ବେହେରା, ମନୋଜ ରାଓ, ଶ୍ରୀକୁମାର ପୁରୋହିତ, ସୁମନ ମହାରଣା, ନୀଳାଞ୍ଚଳ ପଣ୍ଡା, ସରୋଜ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରଚାରରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା