

ବିଜୟୱାଡା(ସମୃଦ୍ଧ ଓଡିଶା)ରାଜଭବନରେ ଅନୁଷ୍ଠିତ ଏକ ଅଣଆନୁଷ୍ଠାନିକ ଶିକ୍ଷକ ସମାବେଶରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶ୍ରୀ ପାବନୀ ସେବା ସମିତି ପକ୍ଷରୁ ପ୍ରକାଶିତ କିଛି ପୌରାଣିକ ବହି ଉନ୍ମୋଚନ କରି ଲେଖକ ଓ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଶିକ୍ଷକ ସମାଜ ଓ ତାଙ୍କ ଭୂମିକାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏହି ବହିକୁ ଉଦ୍ୟକ୍ତ ମାନେ ମାଗଣାରେ ଛାତ୍ରମାନଙ୍କୁ ବଣ୍ଟନ କରୁଥିବା ଶୁଣି ରାଜ୍ୟପାଳ ଆହୁରି ଆନନ୍ଦିତ ହୋଇଥିଲେ I

