![ପୋଲସରାର ବିଭିନ୍ନ ମହା ବିଦ୍ୟାଳୟରେ ୭୩ତମ ସ୍ଵାଧୀନତା ଦିବସ ପାଳିତ…](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-15-at-10.20.58-AM.jpeg?fit=1024%2C512&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-15-at-10.20.58-AM-1.jpeg?resize=640%2C320&ssl=1)
ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ଗୋପବନ୍ଧୁ ହାଇସ୍କୁଲ, ମହିଳା ମହା ବିଦ୍ୟାଳୟ ଓ ପୋଲସରା ବିଜ୍ଞାନ ମହା ବିଦ୍ୟାଳୟରେ ୭୩ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-15-at-10.20.59-AM.jpeg?resize=640%2C320&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-15-at-10.21.00-AM.jpeg?resize=640%2C320&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/08/WhatsApp-Image-2019-08-15-at-10.20.59-AM-1.jpeg?resize=640%2C320&ssl=1)