
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଢେଙ୍କାନାଳ ସିଭିଲ କୋର୍ଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ଦୀପ୍ତି ରଞ୍ଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଓ ସଦସ୍ୟ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର, ଢେଙ୍କାନାଳ ଓମ ପ୍ରକାଶ ଶରଣଙ୍କ ଉପସ୍ଥିତିରେ ମୋଟ ୧୫ଟି ମାମଲାର ଫଏସଲା ହୋଇଥିଲା । ଏହି ଲୋକ ଅଦାଲତରେ ପାରିବାରିକ ଅଦାଲତର କର୍ମଚାରୀ ମାନେ ସହାୟତା କରିଥିଲେ ।
ରିପୋର୍ଟ : ଶୁଭମ ପାଣି