ବକ୍ତିଗତ କାରଣରୁ ଇସ୍ତଫା ଦେଲେ ପୁରୁଷୋତ୍ତମପୁର ବ୍ଳକ୍ ଅଧକ୍ଷ…

ପୁରୁଷତ୍ତମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତି ଗତ କାରଣ ଦର୍ଶାଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ନିଜ ପଦବୀରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡା ବିଜେଡି ଦଳର ରହିଥିଲେ ବିଜେଡି ଦଳରେ ରହିବେ ଏବଂ ଏହି ପଦବୀରେ ଯିଏ ବି ରହିବ ମୁଁ ତାଙ୍କୁ ସମର୍ଥନ କରିବି ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା