![ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ …](https://i0.wp.com/www.samrudhaodisha.com/wp-content/uploads/2018/11/WhatsApp-Image-2018-11-14-at-1.13.22-AM-1.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/11/WhatsApp-Image-2018-11-14-at-1.13.22-AM.jpeg?resize=640%2C480&ssl=1)
ଢେଙ୍କାନାଳ (ସମୃଦ୍ଧ ଓଡିଶା) ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା ଆଚାର୍ଯ୍ୟଙ୍କ ଦ୍ଵାରା ୧୩୮ତମ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ବିଦ୍ୟାଳୟରେ ବକୃତା, ସଙ୍ଗୀତ, କୁଇଜ, ନାଚ ପ୍ରତିଯୋଗିତା କରାଯାଇଥିଲା । ସେଥିରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ହୋଇ ପାଳିତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି