

ବାଲେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱରରେ ଉପନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଉପନିର୍ବାଚନି ପ୍ରଚାରରେ ସ୍ଥାନୀୟ ଲୋକଙ୍କୁ ବେଶ ପ୍ରଭାବିତ କରି ପାରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଆଜିର ଏହି ନିର୍ବାଚନୀ ସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ଅନ୍ୟ ବରିଷ୍ଠ ନେତା ଯୋଗଦେଇ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉର୍ନତି ପାଇ ଶଙ୍ଖ ଚି଼ହ୍ନରେ ମୋହର ଦେଇ ସ୍ୱରୂପ କୁମାର ଦାସଙ୍କୁ ଜିତେଇବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

