

ବାଲେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱରରେ ବ୍ରହ୍ମପୁର ବିଧାୟକ । ବାଲେଶ୍ୱରରେ ନିର୍ବାଚନି ପ୍ରସ୍ତୁତି ଆରମ୍ଭ ହେବା ପରଠାରୁ ବିଭିନ୍ନ ବୈଠକରେ ଯୋଗ ଦେଇ ସ୍ଥାନୀୟ ବିଜୁ ଜନତା ଦଳ କର୍ମୀ ଏବଂ ବିଭିନ୍ନ ଦଳିୟ ସଂଗଠନକୁ ପ୍ରଭାବିତ ଓ ଉତ୍ସାହିତ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଆଜିର ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ଏମ.ପି. ରବୀନ୍ଦ୍ର ଜେନା, ବିଧାୟକ ଧ୍ରୁବ ସାହୁ, ବିଧାୟକ ନିଧି ସାମଲ, ପୂର୍ବତନ ମନ୍ତ୍ରୀ ବିଧାୟକ ଦେବୀ ମିଶ୍ର, ରାଜ୍ୟ ସଭା ଏମ.ପି. ସୁଭାଷ ସିଂ, ଆମ ପ୍ରିୟ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

