
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସାମ୍ପ୍ରତିକ କରୋନା ବିପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଥେୟ କରି ବିଜୁ ଯୁବ ଜନତା ଗଜପତି ଜିଲ୍ଲା ସଭାପତି ସାସାନାମୁ ଲିଙ୍ଗରାଜୁଙ୍କ ନେତୃତ୍ୱରେ ଯୁବ ବିଜେଡି ଦ୍ୱାରା ଗୋଶାଣି ବ୍ଲକର ବିଭିନ୍ନ ଗ୍ରାମରେ ଗରିବ, ଖଟିଖିଆ, ଦିନମଜୁରିଆ ଓ ଅସହାୟ ମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
