

ପୋଲସରା (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡି, ସୋରଡା, ସାନଖେମୁଣ୍ଡି, ପୋଲସରା ନିର୍ବାଚନ ମଣ୍ଡଳୀର ବହୁ ବିଜେପି, କଂଗ୍ରେସ କର୍ମୀ ଦଳ ତ୍ୟାଗକରି ଭୁବନେଶ୍ୱର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଜୁ ଜନତା ଦଳରେ ସାମିଲି ହୋଇଛନ୍ତି । ଏହି ଅବସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା