ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା:ଜଣାନ୍ତୁ କିଏ ଏବଂ କେଉଁଠି ପ୍ରାର୍ଥୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଜଣାନ୍ତୁ କାହାକୁ କେଉଁଠି ଦିଆଯାଇଛି –
1. ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ
2. ପଦ୍ମପୁର- ପ୍ରଦୀପ ପୁରୋହିତ
3. ଅତାବିରା- ମିଲନ ସେଠ୍‌
4. ବ୍ରଜରାଜନଗର- ରାଧାରାଣୀ ପଣ୍ଡା
5. ତଳସରା- ଭବାନୀ ଭୋଇ
6. ସୁନ୍ଦରଗଡ଼- କୁସୁମ ଟେଟେ
7. ବୀରମିତ୍ରପୁର- ଶଙ୍କର ଓରାମ୍‌
8. ରଘୁନାଥପାଲି- ଜଗବନ୍ଧୁ ବେହେରା
9. ରାଉରକେଲା- ନିହାର ରାୟ
10. ରାଜଗାଙ୍ଗପୁର- ନରସିଂହ ମିଞ୍ଜ
11. ବଣାଇ- ଅନୀଲ ବାର୍ତ୍ତା
12. କୁଚିଣ୍ଡା- ରବି ନାରାୟଣ ନାୟକ
13. ରେଙ୍ଗାଲି- ନାଉରି ନାୟକ
14. ସମ୍ୱଲପୁର- ଜୟନାରାୟଣ ମିଶ୍ର
15. ତେଲକୋଇ- ଧନୁଜୟ ସିଦ୍ଧୁ
16. ଘସିପୁରା- ପୃଥ୍ୱୀରାଜ କହଁର
17. ଆନନ୍ଦପୁର- ଭାଗୀରଥି ସେଠି
18. ପାଟଣା- ଭବାନୀ ଶଙ୍କର ନାୟକ
19. କେନ୍ଦୁଝର- ମୋହନ ମାଝି
20. ଯଶୀପୁର- ଗଣେଶରାମ୍‌ ଖୁଣ୍ଟିଆ
21. ସାରସକଣା- ଡ. ବୁଧାନ ମୁର୍ମୁ
22. ବାଙ୍ଗିରିପୋଷି- ସୁକୁଡ଼ା ମୁର୍ମୁ
23. କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
24. ଉଦଳା- ଭାସ୍କର ମଢ଼େଇ
25. ବଡ଼ସାହି- ସନାତନ ବିଜୁଳି
26. ବାରିପଦା- ପ୍ରକାଶ ସୋରେନ୍‌
27. ଜଳେଶ୍ୱର- ଜୟ ନାରାୟଣ ମହାନ୍ତି
28. ବାଲେଶ୍ୱର- ମଦନମୋହନ ଦତ୍ତ
29. ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ
30. ସୋର- ରାକେଶ ମଲ୍ଲିକ
31. ସିମୁଳିଆ- ପଦ୍ମଲୋଚନ ପଣ୍ଡା
32. ବାସୁଦେବପୁର- ମାଧବାନନ୍ଦ ମଲ୍ଲିକ
33. ଧାମନଗର- ବିଷ୍ଣୁ ସେଠୀ
34. ଚାନ୍ଦବାଲି- ମନମୋହନ ସାମଲ
35. ବିଞ୍ଝାରପୁର- ବବିତା ମଲ୍ଲିକ
36. ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ
37. ବଡ଼ଚଣା- ଅମର ନାୟକ
38. ଧର୍ମଶାଳା- ତୁଷାର ପରିଡ଼ା
39. ଯାଜପୁର- ଗୌତମ ରାୟ
40. କୋରେଇ- ବିଶ୍ୱଜିତ ନାୟକ
41. ସୁକିନ୍ଦା- ପ୍ରଦୀପ ବଳସାମନ୍ତ
42. ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
43. ହିନ୍ଦୋଳ- ଅଶୋକ ନାୟକ
44. କାମାକ୍ଷାନଗର- ଶତ୍ରୁଘ୍ନ ଜେନା
45. ପରଜଙ୍ଗ- ବିଭୁତି ପ୍ରଧାନ
46. ପାଲଲହଡ଼ା- ଅଶୋକ ମହାନ୍ତି
47. ତାଳଚେର- କାଳନ୍ଦି ସାମଲ
48. ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର
49. ପିପିଲି- ଅଶ୍ରିତ ପଟ୍ଟନାୟକ
50. ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ
51. ଭୁବନେଶ୍ୱର (ଏକାମ୍ର)- ବାବୁ ସିଂହ
52. ଖୋର୍ଦ୍ଧା- କାଳୁଖଣ୍ଡାୟତ ରାୟ
53. ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
54. ରଣପୁର- ସୁରମା ପାଢ଼ୀ
55. ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ
56. ନୟାଗଡ଼-ଇରାନୀ ରାୟ
57. ଭଞ୍ଜନଗର- ପ୍ରଦ୍ୟୁମ୍ନ ନାୟକ
58. ପୋଲାସରା- ଗୋକୁଳାନନ୍ଦ ମଲ୍ଲିକ
59. ଖଲ୍ଲିକୋଟ- ଭାରତୀ ବେହେରା
60. ସାନଖେମୁଣ୍ଡି- ବିଜୟ ସ୍ୱାଇଁ
61. ଗୋପାଳପୁର- ବିଭୁତି ଜେନା
62. ଚିକିଟି- ମନୋରଞ୍ଜନ ଦ୍ୟାନସାମନ୍ତରାୟ
63. ପାରଳାଖେମୁଣ୍ଡି- କେ.ନାରାୟଣ ରାଓ
64. ବିଷମ କଟକ- ଶିବଶଙ୍କର ଉଲ୍ଲାକା
65. ଲକ୍ଷ୍ମୀପୁର- କୁମୁଦା ସାଉନ୍ତ
66. କୋଟପାଡ଼- ଖଗେଶ୍ୱର ପୂଜାରୀ
67. ପଟାଙ୍ଗୀ- ରାମଚନ୍ଦ୍ର ପାଙ୍ଗୀ
68. ମାଲକାନଗିରି- ଆଦିତ୍ୟ ମାଢ଼ି
69. ଅନୁଗୋଳ- ପ୍ରତାପ ପ୍ରଧାନ
70. ଛେଣ୍ଡିପଦା- ଅଗସ୍ତି ବେହେରା
71. ଲୋଇସିଂହା- ମୁକେଶ ମହାଲିଙ୍ଗ୍
72. ପାଟଣାଗଡ଼- କନକ ବର୍ଦ୍ଧନ ସିଂହଦେଓ
73. ଟିଟିଲାଗଡ଼- ଅଶୋକ ଦୋରା
74. କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ୍‌
75. ଖରିଆର୍‌- ରୀତାରାଣୀ ବଗର୍ତି
76. ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
77. ନବରଙ୍ଗପୁର- ଗୌରୀ ମାଝି
78. ଲାଞ୍ଜିଗଡ଼- ରମେଶ ମାଝି
79. ଜୁନାଗଡ଼- ମନୋଜ ମେହେର
80. ଧର୍ମଗଡ଼- ଅନନ୍ତ ପ୍ରତାପ ଦେଓ
81. ନର୍ଲା- ଅନିରୁଦ୍ଧ ପ୍ରଧାନ
82. ବାଲିଗୁଡ଼ା- କରେନ୍ଦ୍ର ମାଝ
83. ଜି.ଉଦୟଗିରି- ଅର୍ଚ୍ଚନା ପ୍ରଧାନ
84. କଣ୍ଟାମାଳ- କହ୍ନେଇ ଡଙ୍ଗ
85. ବୌଦ୍ଧ- ସୁଶାନ୍ତ ପ୍ରଧାନ
86. ବଡ଼ମ୍ବା- ବିଜୟ କୁମାର ଦଳବେହେରା
87. ବାରବାଟୀ କଟକ- ସମୀର ଦେ
88. ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି
89. କଟକ ସଦର- ଦିଲ୍ଲୀପ ମଲ୍ଲିକ
90. ସାଲେପୁର- ପ୍ରକାଶ ବେହେରା
91. ମାହାଙ୍ଗା- ସର୍ଦ୍ଦାର ପ୍ରଧାନ
92. ଆଳି- ଦୋଳ ଗୋବିନ୍ଦ ନାୟକ
93. ରାଜନଗର- ଅଲେଖ ଜେନା
94. ତିର୍ତ୍ତୋଲ- ରମାକାନ୍ତ ଭୋଇ
95. ବାଲିକୁଦା-ଏରସମା- ଦାମୋଦର ରାଉତ
96. ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର
97. କାକଟପୁର- ତୁଷାରକାନ୍ତି ବେହେରା
98. ନିମାପଡ଼ା- ପ୍ରଭାତି ପରିଡ଼ା
99. ବ୍ରହ୍ମଗିରି- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର