Bhubaneswar ବିଜେପିରେ ଯୋଗ ଦେଲେ ବିଜେଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ… ସମୃଦ୍ଧ ଓଡିଶା March 20, 2019 1 min read Share this:FacebookX ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେପି କାର୍ଯ୍ୟାଳୟରେ ବିଜେଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ।ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ନିମନ୍ତେ ଦଳୀୟ ଟିକଟ ନ ମିଳିବା ପରେ ଦଳରୁ ଇସ୍ତଫା ଦେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳ ବଳ ସହ ବିଜେପିରେ ଯୋଗ ଦେଇଛନ୍ତି । Like this:Like Loading... Continue Reading Previous: ଆସୁଛି ରଙ୍ଗର ପର୍ବ ହୋଲି:ସମସ୍ତଙ୍କ ମନରେ ଉତ୍ସାହ…Next: ଜଗନ୍ନାଥ କଳାସଂସ୍କୃତିର ସଂକୀର୍ତ୍ତନ ସେବା ବିକାଶ ପରିଷଦ ଓଡିଶା ଢେଙ୍କାନାଳ ଜିଲ୍ଲା କମିଟିର ବୈଠକ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Bhubaneswar Top News ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ଏସଭିନିରତାର) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ସମୃଦ୍ଧ ଓଡିଶା February 22, 2025 1 min read Bhubaneswar Top News ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର : ୨୪ରୁ ୨୭ ଯାଏଁ ଚାଲିବ ଏହି ଉତ୍ସବ ସମୃଦ୍ଧ ଓଡିଶା February 22, 2025