

ପୋଲସରା (ସମୃଦ୍ଧ ଓଡିଶା) ଗତକାଲି ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗାପଦର ଗ୍ରାମପଞ୍ଚାୟତ ଠାରେ ଗ୍ରାମପଞ୍ଚାୟତର ନୂତନ ସଭାଗୃହ, ଖଦାଳସାହି କୋଠଘର, ପାଠାଗାର ଓ ସୂଚନା କେନ୍ଦ୍ରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ଶ୍ରେଷ୍ଠ ସାମାଜିକ ପାରିବାରିକ ନାଟକକୁ (ଦେଇ ଗଲା ଦାଗ ଅଦିନ ମେଘ) ଉଦଘାଟନ କରିଛନ୍ତି । ପୋଲସରା ବିଡ଼ିଓ, ପୋଲସରା ବ୍ଲକ ଅଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


