ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉତ୍ସବରେ ଯୋଗଦେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି -(ସମୃଦ୍ଧଓଡ଼ିଶା)-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଠାରେ ହେଲ୍ପ ଏଜ୍ ଇଣ୍ଡିଆ ଓ ବିରଷ୍ଠ ନାଗରିକ ମଞ୍ଚ , ଗୁରାଣ୍ଡି ମିଳିତ ସହଯୋଗରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଛି। ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକ ଙ୍କ ଭୂମିକା ଓ ସେମାନଙ୍କ ପ୍ରତି ଆମର ବିଭିନ୍ନ ଦାୟିତ୍ବ ଗୁଡ଼ିକ ରହିଥିବା ବିଷୟ ରେ ବକ୍ତବ୍ୟ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ୍ ବୀର ରାଜୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରୀ ଚନ୍ଦ୍ର ପଟ୍ଟନାୟକ,CHO ଶ୍ରୀମତୀ ମମତା ପାଢ଼ୀ, ସରପଞ୍ଚ ଶ୍ରୀମତୀ ଶିଳ୍ପା ରାଣୀ ପାତ୍ର ଯୋଗ ଦେଇଥିଲେ।

ରିପୋର୍ଟ :କୃଷ୍ଣ କୁମାର ବେହେରା