

ବୁଗୁଡ଼ା (ସମୃଦ୍ଧ ଓଡିଶା) ଆସନ୍ତା ଫେବୃଆରୀ ୧,୨,୩ ତାରିଖ ଦିନ ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ବୁଗୁଡାର ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ପୋଲସରା ତଥା ବୁଦ୍ଧଖୋଲ ଉନ୍ନୟନ ପରିଷଦର ସଭାପତି ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।ବୁଦ୍ଧଖୋଲ ଉନ୍ନୟନ ପରିଷଦର ସମସ୍ତ କମିଟି ବୃନ୍ଦ ଓ ବହୁ ମାନ୍ୟଗଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା