





ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ପୌରସଂସ୍ଥା ଓ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାଉନସିଲର ଓ ପୂର୍ବତନ କର୍ପୋରେଟର ଆସୋସିଏସନ୍ ତରଫରୁ ବ୍ରହ୍ମପୁର ଗିରି ମାର୍କେଟ ନିକଟରେ ଥିବା ପ୍ରକାଶମ୍ ହଲଠାରେ ମଧ୍ୟାହ୍ନ ୧୨.୩୦ ସମୟରେ ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖରଙ୍କ ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଆସୋସିଏସନ୍ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦେବାସହ ପୂର୍ବତନ ହିଞ୍ଜିଳି ବିଧାୟକ ଉଦୟନାଥ ନାୟକ,ଲଗାତାର ପାଞ୍ଚଥର ବ୍ରହ୍ମପୁର ବିଧାୟକ ହୋଇଥବା ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ପୂର୍ବତନ ବିଧାୟକ ଶିବଶଙ୍କର ସାହାଣିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନ୍ ସଭାପତି ପୂର୍ବତନ ବ୍ରହ୍ମପୁର ନଗରପାଳ ପି ଭିମୁଡୁଙ୍କ ଅଧକ୍ଷ୍ୟତାରେ ପରିଚାଳିତ ହୋଇଥିବା ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୋଗଦେଇଥିବା ବହୁ ପୂରାତନ ବରିଷ୍ଠ କାଉନସିଲର ଓ କର୍ପୋରେଟରମାନଙ୍କ ମଧ୍ୟରେ ଜଗନ୍ନାଥ ସାବତ,ଅଲେଖ ଚୌଧୁରୀ,ଧର୍ମାନନ୍ଦ ମୁଖୀ, ରାମକୃଷ୍ଣ ସାହୁ, ପ୍ରଦିପ କୁମାର ଶତପଥୀ,ଜାମୁଲା ଶଙ୍କର ନାରାୟଣ, ଭଗବାନ ଗନ୍ତାୟତ, ଅଶୋକ କୁମାର ସାହୁ,ଜେ ସୁଷମା ରାଣୀ, ଉମା ନାୟକ, ସୁବାଷ ମହାରଣା, ବିଜୟ ଚନ୍ଦ୍ର ସାମଲ,ଭିଷ୍ମାଚାର୍ଯ୍ୟ ଚୌଧୁରୀ,ଧବଳ ବେହେରା, ଡି ସୂର୍ଯ୍ୟ ପ୍ରକାଶ, ପ୍ରମୋଦ କୁମାର ଜେନା,ଭଗରଥି ଚୌଧୁରୀ, ରୋହିତ ଦାସ, ମଞ୍ଜୁଳା ଦେବୀ ମଞ୍ଚ ପରିଚାଳନା କରୁଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସମ୍ପାଦକ ଫାୟାଜ୍ ଖାଁ, ବିଜୁ ପଟ୍ଟନାୟକ ସିନିୟର୍ ସିଟିଜେନସ୍ ଫୋରମର ସଭାପତି ରାସଵିହାର ଦାସ ମହାତ୍ମା, ହେଲପିଙ୍ଗ ସଭାପତି ଏମ୍ ଏଙ୍କାଟାରାମାଣା, ସଂଜିତ ପାଣିଗ୍ରାହୀ, ଦୁର୍ଗା ଚରଣ ପଣ୍ଡା, କାହ୍ନୁଚରଣ ପାତ୍ର, ପଦ୍ମଚରଣ ନାୟକ,ଟୁଲୁ ମହାରଣା,ଟି ତିରୁପତି ପାତ୍ର,ତେଜେଶ୍ବର ସ୍ୱାମୀ ,ଦୁତିକୃଷ୍ଣ ମଲ୍ଲ, ଆର୍ ମୁରଳି ମୋହନ, ପାର୍ବତୀ ପ୍ରଧାନ,ପି ଆଶା ରାଣୀ,ମମତା ରାୟ,ଯୋସ୍ନା ନାୟକ, ଟି ଗୋପି,ଉମା, ନାୟକ,ବି କରୁଣାକର, ପ୍ରମୋଦ ଜେନା,ଅନିଲ ନାୟକ, ରାକେଶ କୁମାର ସାହୁ,ହାଡୁ ପାତ୍ର, ମମତା ପାତ୍ର, ନିରଞ୍ଜନ ଜେନା, ଶଙ୍କର ପ୍ରଧାନ, ପ୍ରମିତା ବେହେରା,ଆନାନ୍ଦା ରାଓ ଆଚାରି, ରଜନୀ ମହାରଣା,ଗିତା ମାଧେଇ ମଧୁମିତା ମାଝୀ, ପ୍ରମିତା ବେହେରା, ସୁରେଶ ତ୍ରିପାଠୀଙ୍କ ସମେତ ସହରର ବିଭିନ୍ନ ସଂସ୍ଥା କାର୍ଯ୍ୟକର୍ତାମାନେ ଅଂଶ ଗ୍ରହଣ କରି ସମ୍ବର୍ଦ୍ଧନା ଦେଇଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ବହୁ ପୂରାତନ କାଉନସିଲର, କୋର୍ପରେଟରଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


