

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସକାଳେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ବାବାଜୀ ତୋଟା ସାହି, ଚନ୍ଦ୍ରପ୍ରଭା ସାହି, ପାଣିଟାଙ୍କି ରୋଡ, ମିତ୍ରା ସାହି, ତେଲି ସାହି, ବଗୁଲି ସାହି, ପୁରୁଣା ବସଷ୍ଟାଣ୍ଡ, ଚର୍ଚ୍ଚ ରୋଡ, ଟାଉନ୍ ହଲ୍ ରୋଡ, ବଡଖେମୁଣ୍ଡି ସାହି, ପାଲୁର ବଙ୍ଗଳା ସାହି ଆଦି ପଦଯାତ୍ରାରେ ବାହାରି ଭୋଟ ଭିକ୍ଷା କରିଥିଲେ । ଏହି ପଦଯାତ୍ରାରେ ପ୍ରଦୀପ କୁମାର ଶତପଥୀ, ଡି.କରୁଣାକର, ପ୍ରଫୁଲ୍ଲ ପାଣିଗ୍ରାହୀ, ରାମନାଥ ଗନ୍ତାୟତ, ନାରାୟଣ ବେହେରା, ଶିବ ପ୍ରସାଦ, ସୁବାଷିନୀ ପଟନାୟକ, ପ୍ରଙ୍ଗ୍ୟା ପରମିତା ପାଢୀ, ମଦନ ମୋହନ ପାତ୍ର, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ବିଜୟ ପଣ୍ଡା, ସୁନୀଲ ପାତ୍ର, ସୂର୍ଯ୍ୟ ନାହାକ, ସମୀରକାନ୍ତ ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରଚାରରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
