

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ଅନ୍ତର୍ଗତ ଖାଲାସାହି ନିକଟରେ ଆୟାପ୍ପା ପୂଜା କମିଟି ତରଫରୁ ଆୟାପ୍ପା ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଜାକଜକମରେ ଆୟାପ୍ପା ପୂଜା ପାଳିତ ହୋଇଛି । ଏହି ଅବସରରେ ଆୟାପ୍ପା ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ସହରର ବିଭିନ୍ନ ସାହି ପରିଭ୍ରମଣ କରିଥିଲେ । ଏହା ସହ ମୁଖ୍ୟ ଶ୍ରୀନୁବାସ ଗୁରୁ ସ୍ୱାମୀ, ଶବରିସା ଭକ୍ତି ଓ କମିଟି ତରଫରୁ ଭୋଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ପୂଜାର ଆୟୋଜନରେ ସାହି ବାସିନ୍ଦା ତାଙ୍କର ମାନସିକ ଥିବା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



